ଚକାଫାଟି ବସ ଦୁର୍ଘଟଣାଗସ୍ତ ; ଅଳ୍ପକେ ବର୍ତ୍ତିଲେ ୩୦ ରୁ ଉର୍ଦ୍ଧ୍ୱ ଯାତ୍ରୀ 

ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ନିକଟ ଜାତୀୟ ରାଜପଥରେ ଥିବା କଲେଜ ଛକ ନିକଟ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ କଲଭର୍ଟକୁ ପିଟିହେଲା ଯାତ୍ରୀବାହି ବସ୍

Read more

Advertisement

ଏବେ ଏବେ