ଚନ୍ଦ୍ରଭାଗା ଜୟଦେବ ବାଟିକା ଛାର୍ଖାର୍ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଶୂନ

କୋଣାର୍କ (ଆପ୍ର):କୋଣାର୍କ-ଚନ୍ଦ୍ରଭାଗା ମୁଖ୍ୟ ରାସ୍ତାପାଶ୍ୱର୍ରେ ଥିବା ମହାପୁରୁଷ କବି ଜୟଦେବଙ୍କ ନାମରେ ନାମିତ ଜୟଦେବ ବାଟିକା ଗତ ଫାନି ବାତ୍ୟା ପ୍ରକୋପରେ ସମ୍ପୂର୍ଣ୍ଣ ଛାର୍ଖାର ହୋଇଯାଇଛି ।

Read more

Advertisement

ଏବେ ଏବେ