ଚାରିଟେବୁଲ ଟ୍ରଷ୍ଠ ପକ୍ଷରୁ ରେସୱା ଅନ୍ତବାସୀଙ୍କୁ କମ୍ବଳ ବଂଟନ
କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ସହରର ବଡହାଟସ୍ଥିତ ଶ୍ରୀମତୀଦେବୀ ଓ ବାଞ୍ଛାନିଧିଦାସ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମନକରପୁରସ୍ଥିତ ରେସୱା ସ୍ୱଧାର ଗୃହର ଅନ୍ତେବାସୀମାନଙ୍କୁ ଶୀତବସ୍ତ୍ର(କମ୍ବଳ) ବଂଟନ କରାଯାଇଛି
Read more