ଚାରିନାଳିଆ ନିକଟରେ ଦୁର୍ଘଟଣା, ୪ଆହତ 

ହାଟଡିହି, (ବିକାଶ ବିଶ୍ୱାଳ) :-ଆନନ୍ଦପୁର-ଭଦ୍ରକ ରାସ୍ତାର ଚାରିନାଳିଆ ଛକ ନିକଟରେ ଆଜି ରାତି ୭ଟା ୨୦ମିନିଟ ସମୟରେ ଦୁଇଟି ଦୁର୍ଘଟଣାରେ ୪ଜଣ ଆହତ ହୋଇଥିବା ଜଣାଯାଇଛି ।

Read more

Advertisement

ଏବେ ଏବେ