ଚାରି ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ-ବୁଧବାର ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେଉଥିବାରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଚାରି ଘଣ୍ଟା ବନ୍ଦ ରହିବ । ଏହି ସମୟରେ ମହାପ୍ରଭୁମାନଙ୍କର ଶ୍ରୀମୁଖର ଶୃଙ୍ଗାର ହେବ

Read more

Advertisement

ଏବେ ଏବେ