ଚିତ୍ରାଳୟ ଗାଡି ଓଲଟି ୫ କର୍ମଚାରୀ ଆହତ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଥାନା ଅନ୍ତର୍ଗତ ଓଭରବ୍ରିଜ ନିକଟ ଜାତୀୟ ରାଜପଥ ଠାରେ ଏକ ଚିତ୍ରାଳୟ ଗାଡି ଓଲଟି ପାଞ୍ଚ ଜଣ କର୍ମଚାରୀ ଆହତ ହୋଇଛନ୍ତି l

Read more

Advertisement

ଏବେ ଏବେ