ଚୋରା ମଦ ବେପାରୀଙ୍କୁ ଗିରଫ କଲା ଅବକାରୀ ବିଭାଗ

ଜଗତସିଂହପୁର (ଅନସୂୟା ରାଉତ) :-ଜଗତସିଂହପୁର ଜିଲ୍ଲାର ବାଲିକୁଦା ଅବକାରୀ ବିଭାଗ ଅଳାବୋଳ ପଞ୍ଚାୟତ ଅନ୍ତର୍ଗତ କୂଳଉପର ବଜାରରୁ ଜଣେ ମଦବେପାରୀକୁ ଧରି କୋର୍ଟ ଚାଲାଣ କରିଛି ।

Read more

Advertisement

ଏବେ ଏବେ