ଛତିଶଗଡ଼ ପୋଲିସର ଦାଦାଗିରି ଚନ୍ଦାହାଣ୍ଡି ବ୍ଲକ ଟିଭି ସାମ୍ବାଦିକଙ୍କୁ ଫାଇରିଂ ଧମକ

ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲା ଉମରକୋଟ ଜୋନରେ କାର୍ଯ୍ୟରତ ଏକ ଘରୋଇ ଟି ଭି ଚାନେଲର ସାମ୍ବାଦିକଙ୍କୁ ଛତିଶଗଡ ଅମଲିପଦର ପୋଲିସ ଦ୍ଵାରା ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଛି ।

Read more

Advertisement

ଏବେ ଏବେ