ଛତ୍ରପୁର କଲେଜ ଛକ ନିକଟରେ ଏକ ଘର ଭିତରକୁ ପଶିଲା ବାଲି ବୋଝେଇ ଟିପ୍ପର

ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର କଲେଜ ଛକ ନିକଟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ସମ୍ମୁଖରେ ଏକ ବାଲି ବୋଝେଇ ଟିପ୍ପର ଘର ଭିତରକୁ ପଶିଯାଇଛି ।

Read more

Advertisement

ଏବେ ଏବେ