ଛେନାପଦିଛକରେ କୃଷିରଥ ପରିକ୍ରମା ଓ ସଚେତନତା କାର୍ଯ୍ୟକ୍ରମ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କୃଷି ବିଭାଗ ପକ୍ଷରୁ ଆଜି ଛେନାପଦିଛକ ଠାରେ କୃଷିରଥ ପରିକ୍ରମା କରାଯିବା ସହିତ କୃଷି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Read more

Advertisement

ଏବେ ଏବେ