ଜଗତସିଂହପୁର ଜିଲ୍ଲାର ଏମ୍ପ୍ଲେମେଣ୍ଟ କାର୍ଯାଳୟର ପୁର୍ବତନ ବରିଷ୍ଠ କିରାଣୀ ତଥା ବରିଷ୍ଠ ସିନେ ତାରକା ରବିମିଶ୍ରଙ୍କ ପରଲୋକରେ ଜଗତସିଂହପୁର ଜିଲ୍ଲାରେ ଶୋକର ଛାୟା।
ଜଗତସିଂହପୁର, (ଅନସୂୟା ରାଉତ): ଆଜି ଜଗତସିଂହପୁର ଜିଲ୍ଲାର ଏମ୍ପ୍ଲେମେଣ୍ଟ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ତଥା ଓଡ଼ିଆ ସିନେମା ଜଗତର ବରିଷ୍ଠ କଳାକାର ରବିମିଶ୍ରଙ୍କର ପରଲୋକ ଘଟିଛି।
Read more