ଜନଜାତି ଛାତ୍ରୀଙ୍କ ଶିକ୍ଷାବୃତ୍ତି ଅର୍ଥ ଜାଲିଆତି କରି ହଡପ ଅଭିଯୋଗ : ତଦନ୍ତ ଦାବୀ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକ୍ ସ୍ଥିତ ବ୍ରାହ୍ମଣୀଗାଁ ଋଷିମାଳ ମହାବିଦ୍ୟାଳୟର ଯୁକ୍ତତିନି କଳା ଶେଷ ବର୍ଷର ଅନୁସୂଚିତ ଜନଜାତି
Read more


