ଜନସାଧାରଣଙ୍କୁ ସଚେତନ କରିବା ସହ ସୀମାପାର ଗତିବିଧି ବନ୍ଦ କରିବା ଲାଗି ବିଏସଏଫକୁ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ : ବିଏସଏଫ କମାଣ୍ଡ ଏବଂ କ୍ଷେତ୍ରୀୟ ମୁଖ୍ୟାଳୟ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଭାରତ-ପାକିସ୍ତାନ ଏବଂ ଭାରତ-ବାଂଲାଦେଶ ସୀମାରେ ସୀମା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି
Read more


