ଜବକାର୍ଡରେ କାମ କରି ଅର୍ଥ ପାଇବାରେ ବିଳମ୍ବ;ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜବକାର୍ଡ ଧାରୀଙ୍କ ପ୍ରତିବାଦ

ନାଉଗାଁ,(ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ଡେରିକି ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜବକାର୍ଡରେ କାର୍ଯ୍ୟ କରି ପ୍ରାପ୍ୟ ପାଇ ନଥିବାରୁ କିଛି ଜବକାର୍ଡଧାରୀ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Read more

Advertisement

ଏବେ ଏବେ