ଶନିବାରରେ ଛାଡଖାଇ, ଜମିଲାନି ଆମିଷ ବେପାର କଂସେଇଖାନାରେ ଛେଳି, କୁକୁଡ଼ା ଗଦା

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ସରିଛି ପବିତ୍ର କାର୍ତ୍ତିକ ମାସ। ମାସ ସାରା ଆମିଷ ବଜାର ଖାଁ ଖାଁ ରହିଥିବା ବେଳେ ଛାଡ଼ଖାଇରେ ଭଲ ବେପାର ଆଶା କରିଛନ୍ତି ବ୍ୟବସାୟୀ।

Read more

Advertisement

ଏବେ ଏବେ