ଜମ୍ମୁ-କଶ୍ମୀରରେ ୨୦୨୦-୨୧ ବର୍ଷ ପାଇଁ ସେଓ କ୍ରୟ ଲାଗି ବଜାର ହସ୍ତକ୍ଷେପ ଯୋଜନାର ମିଆଦ ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ
ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ନିମନ୍ତେ ଜମ୍ମୁ-କଶ୍ମୀରରେ ସେଓ କିଣିବା ପାଇଁ ବଜାର ହସ୍ତକ୍ଷେପ ଯୋଜନା (ଏମଆଇଏସ) ମିଆଦ ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି ।
Read more