ଜମ୍ମୁ କାଶ୍ମୀରରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ

କାଠୁଆ : ଜମ୍ମୁ କାଶ୍ମୀରର କାଠୁଆରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ କରାଯାଇଛି । ଏହି ମୋର୍ଟାର ମାଡରେ ୫ରୁ ୬ଟି ଘର କ୍ଷତିଗ୍ରସ୍ତ ହୋଇଛି ।

Read more

Advertisement

ଏବେ ଏବେ