ଜଳ ଯୋଗାଣ ମୋଟର ସଜଡା ଯାଉନାହିଁ ଶୀତଦିନରେ ପିଇବା ପାଣି ପାଇଁ ଝାମୀଗାଁର ୧୫ଶହ ଗ୍ରାମବାସୀ ଡହଳବିକଳ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଝାମୀଗାଁ ଠାରେ ଜଳ ଯୋଗାଣ ପାଇଁ ରହିଥିବା ମୋଟରଟି ଦୀର୍ଘ ଦିନ ଧରି ଅଚଳ ହୋଇପଡିଛି

Read more

Advertisement

ଏବେ ଏବେ