ଜାତୀୟ ଆନ୍ତଜିଲ୍ଲା ଆଥଲେଟିକ ମିଟରେ ଯୋଗଦେବାକୁ କେନ୍ଦ୍ରାପଡାରୁ ୧୬ଜଣିଆ ଟିମର ପାଟନା ଯାତ୍ରା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବିହାରର ପାଟନା ଠାରେ ଚଳିତମାସ ୧୦ତାରିଖରୁ ୧୩ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ୧୮ତମ ଜାତୀୟ ଆନ୍ତଃଜିଲ୍ଲା ଜୁନିଅର ଆଥଲେଟିକ ମିଟ-୨୦୨୩ରେ ଯୋଗଦେବାକୁ କେନ୍ଦ୍ରାପଡା ଜିଲ୍ଲା
Read more


