ଜାରିତାଣ୍ଡି ଫୁଟଵଲ ପଡିଆ ନିକଟରେ ଆନ୍ତଃରାଜ୍ୟ ୯ ଜୁଆଡିଙ୍କୁ ମାଡି ଵସିଲା ତିରିଂ ପୋଲିସ;୨୭,୩୯୧ ଟଙ୍କ,୪ମୋବାଇଲ,ଜୁଆ ଖେଳସାମଗ୍ରୀ ଜବତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ବହଳଦା ବ୍ଳକର ଜାରିତାଣ୍ଡି ଗ୍ରାମରେ ପ୍ରଷିଦ୍ଧ ଲୋକପ୍ରିୟ ତ୍ରିଦିସୀୟ ଫୁଟବଲ ଟୁର୍ଣାମେଣ୍ଟ ରବିବାର ଠାରୁ ଶୁଭାରମ୍ଭ

Read more

Advertisement

ଏବେ ଏବେ