ଜିଲ୍ଲାପାଳ ଓ ଡିଆରଡିଏ ପିଡିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କଲେ ରମ୍ଭା ଏନଏସି ଅଧ୍ୟକ୍ଷା

ଛତ୍ରପୁର, (ଦେବଦତ୍ତ ମହାରଣା) :ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ରମ୍ଭା ଏନଏସିର ଅଧ୍ୟକ୍ଷା ପଦବିଟି ବିଜେପି ହାତେଇବା ପରେ ବିଜେପିର ନବନିର୍ବାଚିତ ଅଧ୍ୟକ୍ଷାମାନେ ଦାୟିତ୍ୱ ଗ୍ରହଣ କରିଥିଲେ

Read more

Advertisement

ଏବେ ଏବେ