ଜିଲ୍ଲାର ସମସ୍ତ ୩୧୧ଟି ପଂଚାୟତ ରେ ଆଇସୋଲେସନ ସେଂଟର ଖୋଲାଯାଇଛି

ଯାଜପୁର:ଯାଜପୁର ଜିଲ୍ଲା କୋରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଯୋରଦାର କରିଛି । ଜିଲ୍ଲାର ସମସ୍ତ ୩୧୧ଟି ପଂଚାୟତ ରେ ଆଇସୋଲେସନ ସେଂଟର ଖୋଲାଯାଇଛି ।

Read more

Advertisement

ଏବେ ଏବେ