ଜେଲ ଫେରନ୍ତାଙ୍କୁ କୋରନା ଲାଠି ଗୌଡ଼ସାହିକୁ ସିଲ କଲା ପ୍ରଶାସନ

କୁକୁଡାଖଣ୍ଡି, (ଓ୍ବାଇଏନ୍ଏସ୍):କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଲାଠି ଗ୍ରାମର ଗୌଡ଼ ସାହିରୁ ଜଣେ କୋରନା ଆକ୍ରାନ୍ତ ଚି଼ହ୍ନଟ ପରେ ସମ୍ପୂର୍ଣ ସାହିକୁ ସିଲ କରିଚି କୁକୁଡାଖଣ୍ଡି ବ୍ଲକ ପ୍ରଶାସନ

Read more

Advertisement

ଏବେ ଏବେ