ଝାଡ଼ଖଣ୍ଡ ମୁକ୍ତିମୋର୍ଚା ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଗତ ୩ ମାସ ଧରି ମଣିପୁର ଅଶାନ୍ତ ସେ ହୋଇ ପଡ଼ିଛି ।ସେଠାରେ ନିରିହ ମହିଳାଙ୍କ ଉପରେ ଵର୍ଵୋଚିତ ଆକ୍ରମଣ,ହିଂସା,ବ୍ୟଭିଚାର,ନିରନ୍ତର ସାଂପ୍ରଦାୟିକ ଗଣ୍ଡଗୋଳ
Read more