ଟାଏକୋଣ୍ଡା ପ୍ରତିଯୋଗିତାରେ ଗଞ୍ଜାମର ମୁକେଶକୁ ସ୍ଵର୍ଣ : ସୁଶ୍ରୀତାକୁ ରୋପ୍ୟ , ବ୍ରୋଞ୍ଜ

ଗଂଜାମ, (ବିନୋଦ ପଲାଇ) :-ଜିଲ୍ଲାସ୍ତିରୀୟ ଟାଏକୋଣ୍ଡା ପ୍ରତିଯୋଗିତାରେ ଗଞ୍ଜାମ ସହରର ମୁକେଶକୁ ସ୍ୱର୍ଣ୍ଣ ଓ ସୁଶ୍ରୀତାକୁ ରୋପ୍ୟ ପଦକ ମିଳିବା ସହ ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ମନୋନିତ ହୋଇଛନ୍ତି

Read more

Advertisement

ଏବେ ଏବେ