ଟାଟା ଷ୍ଟିଲ କର୍ମଚାରୀଙ୍କ ପକ୍ଷରୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ

ଟାଟା ସ୍ୱେଚ୍ଛାସେବା ସପ୍ତାହର ଦ୍ୱାଦଶ ସଂସ୍କରଣ ପାଳନ ଅବସରରେ ଟାଟା ଷ୍ଟିଲ ଓଏମ୍କ୍ୟୁ ଡିଭିଜନ ପକ୍ଷରୁ ଶୁକ୍ରବାର ଯୋଡ଼ାଠାରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

Read more

Advertisement

ଏବେ ଏବେ