ଟାର୍ଗେଟ୍ ରେ ଜମାକାରୀ ; ଲୁଟେରାଙ୍କ ଛିନତାଇ ଉଦ୍ୟମ ବିଫଳ

ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ରେ ଲୁଟେରାଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢି ଚାଲିଛି । ଗତ କିଛିଦିନ ହେଲା ସମଗ୍ର ସହରାଞ୍ଚଳକୁ ଲୁଟେରା ମାନେ ଚରାଭୂଇଁ କରିଦେଇଛନ୍ତି ।

Read more

Advertisement

ଏବେ ଏବେ