ଟ୍ରକକୁ ସାନିଟାଇଜର ଓ ଡ୍ରାଇଭର, ହେଲପର ଙ୍କୁ ମେଡିକାଲ ପରୀକ୍ଷା ସହ ଖାଇବାକୁ ଦେଉଛି ଗ୍ରାସୀମ ଇଣ୍ଡୋଷ୍ଟିଜ

ଗଞ୍ଜାମ:କରୋନା ସଂକ୍ରମଣ ପାଇଁ ସାର ଦେଶରେ ଲକଡାଉନ ହେବା ପରେ ସମସ୍ତ କମ୍ପାନୀ ଗୁଡିକ ବନ୍ଦ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ଗଂଜାମ ସହରର ଥିବା ଗ୍ରାସୀମ ଇଣ୍ଡଷ୍ଟ୍ରିଜ ବନ୍ଦରହିଥିଲା।

Read more

Advertisement

ଏବେ ଏବେ