ବଡନଦୀରେ ପାଣି ଆସି ଟ୍ରାକ୍ଟର ବୁଡିଲା,ଟ୍ରାକ୍ଟର କୁ ଉଦ୍ଧାର କରିବାକୁ ଯାଇ ଫସିଲା ଜେସିବି

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ବେଲଗୁଣ୍ଠା ନିକଟସ୍ଥ ଠେଙ୍ଗାଧରା ବଡ ନଦୀ ରେ ଏକ ଟ୍ରାକ୍ଟର ଓ ଏକ ଜେସୀବୀ ମେସିନ ଅଧା ବୁଡ଼ି ଥିବା ଅବସ୍ତାରେ ଦେଖିବାକୁ ମିଳିଛି l

Read more

Advertisement

ଏବେ ଏବେ