ବାଇକ୍କୁ ଧକ୍କା ଦେଲା ବୋଲର : ଘଟଣା ସ୍ଥଳରେ ବାପ-ପୁଅଙ୍କ ମୃତ୍ୟୁ, ଡ଼ାକ୍ତରଖାନାରେ ମା’ ବି ଚାଲିଗଲେ : ବର୍ଷକର ପୁଅ ଚିକିତ୍ସାଧୀନ
ବଲାଙ୍ଗିର,(ସୁଜିତ କୁମାର ମେହେର): ବାଇକକୁ ଧକ୍କା ଦେଲା ବୋଲେରୋ । ଘଟଣାସ୍ଥଳରେ ଚାଲିଗଲା ବାପା-ପୁଅଙ୍କ ଜୀବନ । ବଲାଙ୍ଗିର ଜିଲାର ତୁଷୁରାରେ ଏଭଳି ଏକ ଦୁଃଖଦାୟକ ଘଟଣା
Read more