ଡ଼ିଏମୟୁ ଟ୍ରେନ ଧକାରେ ଯୁବକ ର ମୃତ୍ୟୁ

କୋରାପୁଟ, (ହେମନ୍ତ ପାଣଗ୍ରାହୀ) : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ କୁସୁମଗୁଡା ଗାଁ ନିକଟସ୍ତ ରେଳ ଲାଇନରେ ଟ୍ରେନ ଧକାରେ ଜଣଙ୍କର ମୃତ୍ୟୁ ହୋଇଛି ।

Read more

Advertisement

ଏବେ ଏବେ