ଡାକ୍ତର ପରଭେଜ ଅକ୍ତରଙ୍କ ପିତୃ ବିୟୋଗ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁର ଗ୍ରାମର ସମାଜସେବୀ ତଥା ଡାକ୍ତର ପରଭେଜ ଅକ୍ତରଙ୍କ ପିତା ସେକ ହୁମାୟନଙ୍କ ୬୦ବର୍ଷ ବୟସରେ ପରଲୋକ ହୋଇଯାଇଛି

Read more

Advertisement

ଏବେ ଏବେ