ଡିଆରଡିଏ ନିକଟ ଜାତୀୟ ରାଜପଥରେ ଡିଭାଇଡରକୁ ପିଟି ହେଲା ବାଇକ : ଦୁଇ ମୃତ

ଛତ୍ରପୁର, (ଦେବଦତ୍ତ ମହାରଣା) :ଗୁରୁବାର ବିଳମ୍ବିତ ରାତ୍ରରେ ଡିଆରଡିଏ ଛକ ନିକଟ ଜାତୀୟ ରାଜପଥରେ ଏକ ବାଇକ ଡିଭାଇଡରକୁ ପିଟି ହୋଇ ଦୁଇ ଜଣଙ୍କ ମୃତ ଘଟିଛି

Read more

Advertisement

ଏବେ ଏବେ