୨୦୧୯ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ମିଳିବ-ଅଭିଜିତ୍ଙ୍କ, ଡୁଫ୍ଲୋ ଓ କ୍ରେମର, ଭାରତରେ ଜନ୍ମିତ ଅଭିଜିତ୍ ଆମେରିକାର ନାଗରିକ
ଷ୍ଟକ୍ହୋମ୍ : ଭାରତୀୟ-ଆମେରିକୀୟ ଅଭିଜିତ୍ ବାନାର୍ଜୀଙ୍କୁ ୨୦୧୯ ପାଇଁ ଅର୍ଥନୀତିର ନୋବେଲ ପୁରସ୍କାର ମିଳିବ । ରୟାଲ ସ୍ୱିଡିସ୍ ଏକାଡେମି ପକ୍ଷରୁ ସୋମବାର ଏହି ଘୋଷଣା କରାଯାଇଛି
Read more


