ଡେଙ୍ଗୁ ଆତଙ୍କକୁ ନେଇ ଗ୍ରାମରେ ପହଞ୍ଚିଲା ସ୍ୱାସ୍ଥ୍ୟ ଟିମ: କୋଭିଡ ପରୀକ୍ଷା ପାଇଁ ଆସିଲେନି ଲୋକେ

ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକର ଆଲିଗଣ୍ଡା ପଞ୍ଚାୟତର ଆଲିଗଣ୍ଡା ଗ୍ରାମରେ ଦୁଇ ମାସ ମଧ୍ୟରେ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କଲେଣି

Read more

Advertisement

ଏବେ ଏବେ