ଡେରିକିରେ ଖୋଲିଲା ନୂତନ ଏଟିଏମ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ଡେରିକି ଠାରେ ରବିବାର ଏକ ନୂତନ ହିଟାଚି ଏଟିଏମ ଆର୍ଯ୍ୟଲିନା ଏଂଟରପ୍ରାଇଜ୍ସେ ପକ୍ଷରୁ ନମିତା ସ୍ୱାଇଁଙ୍କ ପକ୍ଷରୁ ସ୍ଥାପନ କରାଯାଇଛି ।

Read more

Advertisement

ଏବେ ଏବେ