ଦଳିତ ଯୁବତୀ ଆତ୍ମହତ୍ୟା ଘଟଣା,ତଦନ୍ତ ଆରମ୍ଭ କଲେ ଏଚଆରପିସି ଟିମ୍‌

ନାଉଗାଁ:ନାଉଗାଁ ଥାନା ଅନ୍ତର୍ଗତ ତେଂଟୋଇ ଗ୍ରାମରେ ଆତ୍ମହତ୍ୟା କରିଥିବା ଦଳିତ ଯୁବତୀଙ୍କ ପରିବାରରେ ଶନିବାର ଏଚଆରପିସି(ହ୍ୟୁମାନ ରାଇଟସ ପ୍ରୋଟେକସନ ସେଲ)ଟିମ ପହଁଚି ତଦନ୍ତ ଆରମ୍ଭ କରିଛି ।

Read more

Advertisement

ଏବେ ଏବେ