ତନାର ସେଉଳମୁହଁ ପୋଖରୀ ଖୋଳାରେ ଦୁର୍ନିତୀ ଅଭିଯୋଗ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ପଂଚାୟତର ତନାର ଗ୍ରାମରେ ସେଉଳମୁହଁ ପୋଖରୀ ଖୋଳାରେ ଦୁର୍ନିତୀ ହୋଇଥିବା କେନ୍ଦ୍ରାପଡା ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଛି ।

Read more

Advertisement

ଏବେ ଏବେ