ତିନିବର୍ଷ ପରେ ବାଘଲଟି ଜଳ ଭଣ୍ଡରରୁ ପାଣି ଛଡ଼ାଯିବ

ପାତ୍ରପୁର,(ୱାଇଏନଏସ):ଉପର ମୁଣ୍ଡରେ ବର୍ଷା ଲାଗିରହିବା ଫଳରେ ବାଘଲଟି ଜଳ ଭଣ୍ଡାରର ଜଳସ୍ତର ବଢ଼ିଛି ଫଳରେ ଗତ ତିନି ବର୍ଷ ପରେ ବାଘଲଟି ଛାଡ଼ିବ ପ୍ରଥମ ବନ୍ୟା ଜଳ ।

Read more

Advertisement

ଏବେ ଏବେ