ତିନି ମାଓଅପହୃତଙ୍କ ମଧ୍ୟରୁ ପୁଲିସ ସୁଚନାଦାତା କହି ଜଣେ ଆଦିବାସୀ ଯୁବକକୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦେଲେ ମାଓବାଦୀ

ମାଲକାନଗିରି କିଛିଦିନର ନିରବତା ପରେ ମାଲକାନଗିରି ଜିଲ୍ଲାରେ ପୁଣି ମାତିଉଠିଛନ୍ତି ମାଓବାଦୀ,ଅପହରଣପରେ ପୁଲିସ ସୁଚନାଦାତା କହି ଜଣେ ନିରିହ ଆଦିବାସୀ ଯୁବକକୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡଦେଇ ଲାଲ ଆତଙ୍କ

Read more

Advertisement

ଏବେ ଏବେ