ତିର୍ତ୍ତୋଲ କୋର୍ଟ ପରିସରରେ ସମ୍ବିଧାନ ଦିବସ ପାଳନ

ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):ତିର୍ତ୍ତୋଲ କୋଟ ପରିସର ରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି।ମାନ୍ୟବର ସିଭିଲ ଜଜ୍ (ଜୁନିୟର)ତଥା ଜେ.ଏମ.ଏଫ.ସି. ଶୁଶାନ୍ତ କୁମାର ନାୟକ ସମ୍ବିଧାନ ପାଠ କରିଥିଲେ।

Read more

Advertisement

ଏବେ ଏବେ