ରାତାରାତି ସ୍କୁଲ ପାଚେରୀ ଭାଙ୍ଗି ରାସ୍ତା ନିର୍ମାଣ କଲେ ଦୁର୍ବୁତ୍ତ, ତେନ୍ତୁଲିପଦି ଗ୍ରାମରେ ଉତ୍ତେଜନା
ହାଟଡ଼ିହି, (ବିକାଶ ବିଶ୍ୱାଳ):ରାତାରାତି ସ୍କୁଲ ପାଚେରୀ ଭାଙ୍ଗି ରାସ୍ତା ନିର୍ମାଣ କରିଛନ୍ତି ଦୁର୍ବୁତ୍ତ। ଏହାକୁ ନେଇ ଗ୍ରାମରେ ଦେଖାଦେଇଛି ଉତ୍ତେଜନା। ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର
Read more