ଥାନା ପରେ ଗଞ୍ଜାମ ଏସ୍‌ପି ଅଫିସ ଘେରିଲା ଭାଜପା

ଛତ୍ରପୁର, (ଦେବଦତ୍ତ ମହାରଣା):ଭାଜପା ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ପୋଲିସର ମାଡ଼ ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ର କର୍ମକର୍ତ୍ତା ଶନିବାର ଗଞ୍ଜାମ ଏସ୍‌ପି ଅଫିସ ଘେରାଉ କରିଥିଲେ।

Read more

Advertisement

ଏବେ ଏବେ