ଦଧିବାବନପୁର ଓ ଆମ୍ବଗଡିଆ ଗ୍ରାମବାସୀଙ୍କୁ ମିଳୁନି ବାସଗୃହ, ଏସଇସିସି ତାଲିକା ସାଜିଛି ପ୍ରତିବନ୍ଧକ
ହାଟଡିହି, (ଓ୍ବାଇଏନ୍ଏସ୍):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅକରୁଆ ପଞ୍ଚାୟତର ଦଧିବାବନପୁର ଓ ଆମ୍ବଗଡିଆ ଗ୍ରାମବାସୀଙ୍କୁ ଆବାସ ଯୋଜନାରେ ବାସଘର ମିଳୁନଥିବାରୁ ଅଧିକାଶଂ ଗ୍ରାମବାସୀମାନେ ଭଙ୍ଗା କଚ୍ଚାଘର ତଳେ
Read more


