ଦିବ୍ୟଜୀବନ ସଂଘର ସାଧନା ଦିବସ

ବ୍ରହ୍ମପୁର,(ଯୁଗାଦ୍ଦନ୍ୟୁଜ)- ବୁଧବାର ସ୍ଥାନୀୟ ଗୀତା ଭବନରେ ଲାଞ୍ଜୀପଲ୍ଲୀ ମହିଳା ଶାଖା ଦ୍ୱାରା ଆୟୋଜିତ ସାଧନା ଦିବସରେ ପାଦକୁ ପୂଜା,ସହସ୍ର ଅର୍ଚ୍ଚନା,ଗୀତା ପାଠ ପ୍ରବଚନ ଅନୁଷ୍ଠିତ ହୋଇଥିଲା ।

Read more

Advertisement

ଏବେ ଏବେ