ଦିବ୍ୟସିଂହପୁରରେ ରୀତିନୀତି ଅନୁସାରେ ଦିନକ ପରେ ଶିବପାର୍ବତୀଙ୍କ ବିବାହ ସମ୍ପନ୍ନ

ଛତ୍ରପୁର, (ଓ୍ବାଇଏନ୍ଏସ୍): ବଉଳଗାଁ ପଞ୍ଚାୟତର ଦିବ୍ୟସିଂହପୁର ଗାଁରେ ଶିବପାର୍ବତୀଙ୍କ ବିବାହର ଏକ ଭିନ୍ନ ପରମ୍ପରା ରହିଛି। ଏଠାରେ ନିର୍ଦ୍ଧାରିତ ଦିନକ ପରେ ଶିବପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଥାଏ।

Read more

Advertisement

ଏବେ ଏବେ