ଦୀନବନ୍ଧୁ ସାହୁ ଲ’ କଲେଜ ଆଲୁମିନି ଆସୋସିଏସନ ଗଠିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଦୀନବନ୍ଧୁ ସାହୁ ଲ’ କଲେଜ ଆଲୁମିନି ଆସୋସିଏସନର ପ୍ରଥମ ବୈଠକ ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଲ’ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

Read more

Advertisement

ଏବେ ଏବେ