ଦୁଇଚକିଆ ଯାନକୁ ମିଳୁଛି ସର୍ବାଧିକ ଶହେ ଟଙ୍କାର ପେଟ୍ରୋଲ

ବାଲେଶ୍ୱର, (ସରୋଜ ପଣ୍ଡା):ବିଭିନ୍ନ ଦାବିକୁ ନେଇ ଓଡିଶା ଡ୍ରାଇଭର ଏକତା ମଞ୍ଚ ଆହ୍ୱାନ କ୍ରମେ ସମଗ୍ର ରାଜ୍ୟରେ ଚାଲିଥିବା ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କ୍ରମଶଃ ଜଟିଳ ଅଭିମୁଖେ

Read more

Advertisement

ଏବେ ଏବେ