ଦୁଇଟି ଫିଲ୍ମରେ ହିରୋ ‘ପପୁ’

ଭୁବନେଶ୍ବର : ଚଳିତ ବର୍ଷ ପପୁ ପମ୍‌ପମ୍‌ଙ୍କୁ ଦର୍ଶକମାନେ ଦୁଇଟି ଫିଲ୍ମରେ ହିରୋ ଭାବେ ଦେଖିବାକୁ ପାଇବେ। ଏଥିମଧ୍ୟରୁ ପ୍ରଥମଟି ହେଲା ‘ଗାଁର ନାଁ ଗାଲୁଆପୁର’ ।

Read more

Advertisement

ଏବେ ଏବେ