ଦୁର୍ଗମ ରାସ୍ତା ଯୋଗୁଁ ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ : ଗ୍ରାମ ବାସୀ ଗର୍ଭବତୀ ମହିଳାଙ୍କୁ ୫ କି.ମି ଦୋଳାରେ ବୋହିଲେ : ଜନନୀ ଯନ୍ତ୍ରଣା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଅନ୍ତରବା ଗ୍ରାମ ପଞ୍ଚାୟତ ଅଧୀନ ଆମ୍ବଗାଁ । ଏଠିକାର ଜଣେ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣା ସହି
Read more